କୋଭିଡ୍ ଟିକା କୋଭାକ୍ସିନକୁ ନେଇ ବଡ଼ ଘୋଷଣା । ଟିକାର ୪ର୍ଥ ପର୍ଯ୍ୟାୟ ଟ୍ରାଏଲ କରିବ ଏହାର ନିର୍ମାତା ଭାରତ ବାୟୋଟେକ୍ । ଏହା ଦ୍ବାରା ଅଧିକ ପ୍ରମାଣିତ ହେବ ଏହି ଟିକାର ଗୁଣବତ୍ତା । ଫେଜ୍ ୩ ପରୀକ୍ଷା ଫଳାଫଳର ଚୁଡ଼ାନ୍ତ ଅଧ୍ୟୟନ ପରେ ପୂର୍ଣ୍ଣ ଲାଇସେନ୍ସ ପାଇଁ ଆବେଦନ କରିବ କମ୍ପାନୀ।
#ArgusNews #coronavirus #Covaxin #4thPhase