ବଙ୍ଗଳାଦେଶରେ ସରସ୍ୱତୀ ପୂଜା ଦିନ ପୁଣି ଥରେ ସରସ୍ୱତୀ ପୂଜା ମେଢ ଉପରେ ଆକ୍ରମଣ ହୋଇଛି । ମୁସଲମାନ କଟ୍ଟରପନ୍ଥୀ ମାନେ ରାତିରେ ପୂଜା ପାଉଥିବା ମା ସରସ୍ୱତୀଙ୍କ ମୂର୍ତ୍ତି ଉପରେ ଆକ୍ରମଣ କରି ମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି । ବଙ୍ଗଳାଦେଶର ନେତରକୋନା ଜିଲ୍ଲାର ମୋହନଗଂଜ ଠାରେ ଏହି ଘଟଣା ଘଟିଛି ।
#Bangladesh #saraswatipuja #festival #police #Arrest #ArgusNews