କଥାରେ ଅଛି ଶୋଇଲା ପୁଅର ଭାଗ ନାହିଁ । ଆମେ ଏହି ଉକ୍ତିଟି ଏଇଥି ପାଇଁ କହୁଛୁ, ଯାହାକୁ ଆପଣ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ଦେଖୁନାହାନ୍ତି, କିଭଳି ଭାବରେ ଜେବ୍ରାଟି ଗଲା ପରେ କୁମ୍ଭିର ଆସୁଛି ଖାଇବାକୁ। ଆଉ ଯେମିତି ନଖାଇ ପାରିଲା, ରାଗରେ ବାଡେଇ ଛାଟେଇ ହଉଛି।
#crocodile #attack #zebra #river #ArgusNews