ଭାରତରେ ଶହେ ବର୍ଷ ପୂର୍ବରୁ କୁସ୍ତିଯୁଦ୍ଧ ଆରମ୍ଭ ହୋଇଥିଲା । ଦାରା ସିଂହ, ଉଦୟ ଚାଣ୍ଡୋଙ୍କ ପରି କିଛି ଏପରି କୁସ୍ତିଯୋଦ୍ଧାମାନେ ରହିଛନ୍ତି। ଯେଉଁମାନେ ସାରା ବିଶ୍ୱରେ ଭାରତର ନାମ ପ୍ରସିଦ୍ଧ କରିଥିଲେ । ସମୟ ବଦଳିବା ସହ କୁସ୍ତିଯୁଦ୍ଧର ରୂପ ବି ବଦଳି ଯାଇଛି । ପ୍ରଥମେ ଏହା ମଲ୍ଲଯୁଦ୍ଧ ଥିବା ବେଳେ ଏବେ ଏହାକୁ କୁସ୍ତିଯୁଦ୍ଧ ବୋଲି କୁହାଯାଉଛି ।
#Gama #TheGreatGama #Wrestler #Odisha #ArgusNews