#ବିଶ୍ବ_ଯୁବ_କୌଶଳ_ଦିବସରେ_ଯୁବବର୍ଗଙ୍କୁ_ମୋଦିଙ୍କ_ମନ୍ତ୍ର !
ସ୍କିଲ ମ୍ୟାନପାୱାର ପାଇଁ ଭାରତକୁ ଦେଖୁଛି ସାରା ବିଶ୍ବ । କରୋନା କଷ୍ଟ ସହ ନୂଆ ବାଟ ବି ଖୋଲିଛି । ଆଉ ଭାରତର ଯୁବବର୍ଗକୁ ଏହାର ଲାଭ ଦେବାକୁ କାମରେ ଲାଗିପଡ଼ିଛି ମିଶନ ସ୍କିଲ ଇଣ୍ଡିଆ । ଏହି ଅବସରେ କୌଶଳର କଳାକୁ ନେଇ ଭାରତ କିଭଳି ଆଗକୁ ଯିବ ସେ ସଂପର୍କରେ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
#ArgusNews #ArgusNewsTV #WorldYouthSkillDay Narendra Modi #6yearscelebration