#ରାହୁଲଙ୍କ_ବ୍ରେକ୍_ଫାଷ୍ଟ_ପଲିଟିକ୍ସ
ଏବେ ବିରୋଧିଙ୍କ ମୁଖିଆ ସାଜିଥିବା ରାହୁଲ ଗାନ୍ଧୀ ପୁଣି ଆରମ୍ଭ କରିଛନ୍ତି ନୂଆ ପଲିଟିକ୍ସ । ୧୪ ଦଳକୁ ଏକାଠି କରି ଘେରିବାକୁ ଚେଷ୍ଟା କରୁଛନ୍ତି ସରକାରଙ୍କୁ । ମାତ୍ର କୃଷକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କଂଗ୍ରେସ ସମେତ ଅନ୍ୟ ବିରୋଧିମାନେ ଲୋକସଭାରେ କୃଷକଙ୍କ ସମ୍ପର୍କରେ ଆଲୋଚନା ବେଳେ ଗୃହ ଚଳେଇବାକୁ ଦେଉନାହାଁନ୍ତି ।
#ArgusNews #ArgusNewsTV #Odisha Rahulgandhi #Congress #LokSabha