ସାମ୍ନାକୁ ଆସିଲା ଚାଇନାର ନୂଆ ଚାଲ୍, ବେଆଇନ ଭାବେ ପାଙ୍ଗୋଙ୍ଗରେ ତିଆରି କରୁଛି ବ୍ରିଜ୍ । ପୁଣିଥରେ ବିସ୍ତାରବାଦୀ ଚାଇନାର ଆଉ ଏକ ଚାଲ ସାମ୍ନାକୁ ଆସିଛି। ଚାଇନା ବିବାଦୀୟ ପାଙ୍ଗୋଙ୍ଗ ହ୍ରହରେ ବେଆଇନ ଭାବେ ବ୍ରିଜ୍ କାମ ଜୋରସୋରରେ ଚଳାଇଛି।
#China #illegallybuilding #bridges #Pangong #illegalbridge #disputedPangong #Odisha #ArgusNews