#କମଳ_ପୁଷ୍ପର_ପ୍ରେରଣା
ଜନସଂଘରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ବିଜେପି ରୂପରେ ସଫଳ । ଏହାର ନିର୍ମାଣରେ ନିଜକୁ ଲଗାଇ ଦେଇଥିବା ପ୍ରତି ବିଭୁତିଙ୍କୁ ନମନ । ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବୋଧନ ।
#PMModi #Address #BJP #NationalOfficialsConference #National #ArgusNews