ଆଜି ଭାରତ-ବାଂଲାଦେଶ ତୃତୀୟ ଦିନିକିଆ। ଘରୋଇ ବାଂଲାଦେଶ ବିପକ୍ଷରେ ଦିନିକିଆ ଶୃଙ୍ଖଳା ହାରିବା ପରେ ଚାପରେ ରହିଥିବା ଭାରତୀୟ କ୍ରିକେଟ ଦଳ ଶନିବାର ଅନ୍ତିମ ମ୍ୟାଚ ଖେଳିବ।
#ArgusNews #IndiavsBangladesh #3rdODI #cricket #National