ଆଜିକାଲିକା ପିଲାମାନେ ଇଷ୍ଟାଗ୍ରାମ୍ ଆଉ ଫେସବୁକ୍ ରେ ସବୁବେଳେ ଆକ୍ଟିଭ୍ । କେଉଁ ନୂଆ ଫିଲ୍ମ ଆସିଲା..ଗୀତ ଆସିଲା ..ତାକୁ ନେଇ ରିଲ୍ସ ଠୁ ଆରମ୍ଭ କରି ଫଟୋ ପୋଷ୍ଟ କରିବାରେ ବ୍ୟସ୍ତ ଯୁବପୀଢୀ ।
ହେଲେ ଆମେ ସବୁବେଳେ ଏହାକୁ ବ୍ୟବହାର କରୁଛୁ । ଏହି ଆପ୍ ଗୁଡିକୁ ଅଧିକରୁ ଅଧିକ ପପୁଲାର୍ କରୁଛୁ । ହେଲେ ଆପଣ କେବେ ଏଥିରୁ କିଛି ଭୂଲ୍ ବାହାର କରିବାକୁ ଚେଷ୍ଟା କରିଛନ୍ତି କି । ଦେଖନ୍ତୁ ଆପରୁ ଭୁଲ କିପରି ବାହାର କରିଛନ୍ତି ଏହି ଯୁବକ...
#instagram #youth #prize #reels #ArgusNews