#ସାରା_ଦେଶରେ_ପ୍ରଚାରିତ_ହେବ_ମହାପ୍ରଭୁ_ଶ୍ରୀଜଗନ୍ନାଥଙ୍କ_ମହିମା ।
#ଦେଶବାସୀ_ଜାଣିବେ_ମହାପ୍ରଭୁଙ୍କ_ମହିମା ।
ସେଥିପାଇଁ ଆଜି ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି। `ଜୟ ଜଗନ୍ନାଥ' ଧ୍ଵନୀରେ ପ୍ରତିଧ୍ଵନିତ ହେଲା ସଫଦରଜଙ୍ଗ ଷ୍ଟେସନ୍ ।
#ArgusNews #JagannathExpress #UnionMinister Dharmendra Pradhan Ashwini Vaishnaw G. Kishan Reddy #Delhi #National