ଗରିବଙ୍କ ଭୋଟ ହାତେଇବା ପାଇଁ ମମତା ଦିଦି ପଶ୍ଚିମବଙ୍ଗରେ କରିଛନ୍ତି ମାଳମାଳ ଯୋଜନା ।ରୁପଶ୍ରୀ, କନ୍ୟାଶ୍ରୀ, ଯୁବଶ୍ରୀ, ସ୍ବାସ୍ଥ୍ୟ ସାଥୀ, ଖାଦ୍ୟ ସାଥୀ ପର୍ଯ୍ୟନ୍ତ ଏମିତି କେତେ ଶ୍ରୀ କେତେ ସାଥୀ ତାର ଠିକଣା ନାହିଁ । ଏସବୁ ଯୋଜନା କିନ୍ତୁ ପହଞ୍ଚି ପାରୁନି ଗରିବଙ୍କ ପାଖରେ ....
#ArgusNews #WestBengal #MamtaDidi #PoorPeople
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app