ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଷୀମଠ ଠାରେ ନନ୍ଦାଦେବୀ ପର୍ବତ ଭୟଙ୍କର ହିମସ୍ଖଳନ ଘଟଣାରେ ସୋମବାର ସୁଦ୍ଧା 19 ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ 200ରୁ ଅଧିକ ଜଣ ନିଖୋଜ ଅଛନ୍ତିା ମୃତ୍ୟୁସଂଖ୍ୟା ବଢିବାର ଅ।ଶଂକା ରହିଛି ...
#ArgusNews #Uttarakhand_Glacier_Brust #Uttarakhand #Death #NaturalDisaster
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app