#ଏବେ_ଚାହିଦାରେ_ଦେଶୀ_ଗିର୍_ଗାଈଘିଅ
ଏବେ ଉପଭୋକ୍ତାଙ୍କ ଚାହିଦାରେ ଦେଶୀ ଗିର୍ ଗାଈଘିଅ । ଗୁଜୁରାଟର ଗିର ଜଙ୍ଗଲ ଏବଂ ପାର୍ବତ୍ୟାଂଚଳରେ ମିଳନ୍ତି ଏକ ବିଶେଷ ପ୍ରଜାତିର ଦେଶୀ ଗାଈ । ଅନ୍ୟ ପ୍ରଜାତିର ଦେଶୀ ଗାଈ ତୁଳନାରେ ଗିର୍ ପ୍ରଜାତିର ଗାଈଙ୍କଠାରୁ ମିଳେ ଅଧିକ କ୍ଷୀର....
#ArgusNews #National #Gujurat #girforest #gircow #girghee