ଅଭିନେତ୍ରୀ ଦିବ୍ୟଙ୍କା ତ୍ରୀପାଠୀଙ୍କୁ ମିସ୍ କରୁଛନ୍ତିି ସ୍ବାମୀ ବିବେକ ଦହିୟା।
ନଚ୍ ବାଲିଏରୁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଦୁଇଜଣ ବେଶ୍ ଚର୍ଚ୍ଚାରେ ରୁହନ୍ତି। ଦିବ୍ୟଙ୍କା ଏବେ ଖତରୋନ୍ କେ ଖିଲାଡିରେ ପାର୍ଟିସିପେଟ କଲା ପରେ ତାଙ୍କୁ ମିସ୍ କରୁଛନ୍ତି ବିବେକ।
#ArgusNews #National #Telivision #DivyankaTripathiDahiya #VivekDahiya