ବିଶ୍ବ ଇତିହାସରେ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ଥିଲା ଏମିତି ଏକ ଯୁଦ୍ଧ ଯାହା କୌଣସି ଅଂଚଳକୁ ଅଧିକାର କରିବାକୁ କିମ୍ବା କ୍ଷମତା ବିସ୍ତାର କରିବାକୁ ଲଢ଼ା ଯାଇନଥିଲା ା ଏହା ଲଢ଼ା ଯାଇଥିଲା ମାନବତାର ମର୍ଯ୍ୟାଦା ରକ୍ଷା ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ା ଏବେ ଭାରତ ପାଳନ କରୁଛି ୧୯୭୧ ଭାରତ-ପାକ୍ ଯୁଦ୍ଧର ସ୍ବର୍ଣ୍ଣିମ ବିଜୟ ବର୍ଷ ଉତ୍ସବ ା ଏହି ଅବସରରେ ବେଙ୍ଗଲୁରଠାରେ ଇଣ୍ଡିଆନ୍ ଏୟାର୍ ଫୋର୍ସ ଦ୍ବାରା ଅୟୋଜିତ ଏକ କନକ୍ଲେଭ୍କୁ ସମ୍ବୋଧିତ କରି ଏକଥା କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
#DefenseMinister #RajnathSingh #national #Odisha #argusNews