ଡ୍ରଗ୍ସ ସେବନ ଓ ବେପାର ପାଇଁ ମିଳିପାରେ ମୃତ୍ୟୁ ଦଣ୍ଡ । ଦେଖନ୍ତୁ କେଉଁ ଦେଶରେ ଏଥିପାଇଁ ମିଳିବ କେଉଁ ଦଣ୍ଡ । ଆର୍ୟନ ଖାନଙ୍କ ସହ ଗିରଫ ହୋଇଥିବା ସୁନ୍ଦରୀ ଭବିଷ୍ୟତରେ କି ଦଣ୍ଡ ପାଇବେ, ଅନୁମାନ କରନ୍ତୁ
#CruiseDrugsParty #Mumbai #NCB #AryanKhan #Punishment #drugssmugler #Odisha #ArgusNews