#ପ୍ରକାଶ_ପାଇଲା_ୟୁପି_ବିଜେପିର_ପ୍ରଥମ_ପ୍ରାର୍ଥୀ_ତାଲିକା
#ଦୁଇ_ପର୍ଯ୍ୟାୟ_ପାଇଁ_୧୦୭_ଜଣଙ୍କ_ପ୍ରାର୍ଥୀଙ୍କ_ନାମ_ଘୋଷଣା
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏନେଇ ୟୁପି ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।
#UttarPradesh #AssemblyElections #candidates #UnionMinister Dharmendra Pradhan #Odisha #ArgusNews