ବିଦେଶରୁ ଫେରୁଛି ଓଡିଆ ଶ୍ରମିକଙ୍କ ମୃତ ଦେହ । କଛିଦିନ ତଳେ ବହାରିନର NSH ନିଗମରେ କାର୍ଯ୍ୟ କରୁଥିବା ଓଡିଆ ଶ୍ରମିକ ସିମାଞ୍ଚଳ ରାଉତଙ୍କ ମସ୍ତିଷ୍କରେ ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ବହାରେନର ସଲମାନିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଖବର ପାଇବା ପରେ ସାହାଯ୍ୟ ପାଇଁ ଆଗକୁ ଆସିଥିଲେ,ବହାରେନ ଓଡିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ । ଶେଷରେ ସିମାଞ୍ଚଳ ମୃତ୍ୟୁ ବରଣ କରିଥିଲ । ଆଜି ତାଙ୍କ ମୃତ୍ୟୁ ଦେହ ଓଡିଶା ଫେରୁଛି ।
#ArgusNews #Odisha #bahrain #simachala #working #DeadBody #Return #drarunkumarprahara