ଆମ୍ବଚାଷୀ ଉପରେ ୟଶ୍ ମାଡ।
କେନ୍ଦୁଝର ତେଲକୋଇର ଆମ୍ବ। କେବଳ ଜିଲ୍ଲା ନୁହେଁ, ସାରା ରାଜ୍ୟରେ ଏହାର ଚାହିଦା ରହିଛି। ଏଠାରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କାର ଆମ୍ବ ବିକ୍ରି ହୋଇଥାଏ। ମାତ୍ର ଚଳିତ ବର୍ଷ ୟଶ ଯୋଗୁ ଝଡିଯାଇଛି ଆମ୍ବ। ବିକ୍ରି ସିଜିନରେ ବିପୁଳ କ୍ଷତି ସହିଛନ୍ତି ଆମ୍ବ ଚାଷୀ। ଦେଖନ୍ତୁ ଏହି ଦୃଶ୍ୟକୁ କିଭଳି ତୋଟାରେ ଝଡି ନଷ୍ଟ ହୋଇଛି ଆମ୍ବ।
#ArgusNews #Odisha #Kendujhar #Mango #Cyclone #Yaas