#ଅଜଣା_ରୋଗରେ_ପିଡିତ_ପାଞ୍ଚ !
5 ବର୍ଷ ହେଲା ଖଟରେ ପଡି ରହିଛନ୍ତି ପାଞ୍ଚ । ସ୍ନାୟୁ ଜନିତ ରୋଗ ତାଙ୍କୁ କରିଛି ଶର୍ଯ୍ୟାସାୟୀ । ପାଖରେ ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନି । କିନ୍ତୁ ଅଭାଗିନୀ ପାଞ୍ଚ ଉପରେ ପଡିନି ସରକାର କି ପ୍ରଶାସନର ନଜର । ଦେଖିବା ଏଇ ରିପୋର୍ଟ
#Boudh #unknowndesease #NeedHelp #OdishaGovt #Odisha #ArgusNews