ନୂଆପଡ଼ା ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ । ବର୍ତ୍ତମାନ ଚିନ୍ତାରେ ଚାଷୀ । ଗତ ରାତି ବର୍ଷା ହେବାରୁ ବର୍ତ୍ତମାନ ଧାନ ସମ୍ପୂର୍ଣ୍ଣ ଭିଜି ଯାଇଛି ।ଚାଷୀ ମାନଙ୍କର କଷ୍ଟ ଉପାର୍ଜିତ ଧାନ ବର୍ଷାରେ ଭିଜି ଗଜା ହେବାକୁ ବସିଲାଣି ।
#ArgusNews #ArgusNewsTv #Odisha #Nuapada #farmers