ନିରାକର ସାହୁ ଦିନେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ l ବିବାହ ହେବା ପରେ ଦୁଇ କନ୍ୟା ସନ୍ତାନର ବାପା ମଧ୍ୟ ହେଲେ I ହଠାତ ତାଙ୍କ ପରିବାରକୁ ମାଡିଆସିଲା ଦୁଃଖର କଳା ବାଦଲ l ରୋଗରେ ପୀଡିତ ହୋଇ ମାନସିକ ଭାରଶ୍ୟାମ ହରାଇ ବିକାରଗ୍ରସ୍ତ ହେଲେ l ଦିର୍ଘ 9 ବର୍ଷ ହେବ ଅନ୍ଧାରୀ କୋଠରୀ ଭିତରେ ବନ୍ଦୀ ଅବସ୍ଥାରେ ଜୀବନ କାଟୁଛନ୍ତି ନିରାକାର ।
#Balasore #Soro #NirakarSahu #mentalpatient #strugglingLife #darkroom #Odisha #ArgusNews