#ପହଞ୍ଚି_ପାରିଲା_ନାହିଁ_ପ୍ରଶାସନ_ପହଁଚିଲା_ସ୍ବେଚ୍ଛାସେବୀ_ଅନୁଷ୍ଠାନ
ଅର୍ଗସରେ ଖବର ପ୍ରସାରଣ ପରେ ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢ଼ାଇଲେ ମହାବୀର ଫାଉଣ୍ଡେସନ । ପହଞ୍ଚି ପାରିଲା ନାହିଁ ପ୍ରଶାସନ ପହଁଚିଲା ସ୍ବେଚ୍ଛାସେବୀ ଅନୁଷ୍ଠାନ । ସଂଗଠନ ପକ୍ଷରୁ ବୃଦ୍ଧାଙ୍କ ଘରକୁ ଯାଇ ପଲିଥିନ, କମଳ, ମାସକ ପାଇଁ ରାସନ ସାମଗ୍ରୀ, ଆର୍ଥିକ ସହାୟତା କରିବା ସହ ବୃଦ୍ଧାଙ୍କୁ ସଙ୍ଗଠନର ପ୍ରତିଷ୍ଠାତା ବିଦ୍ୟାଧର ବାରିକ ନୂଆ ଚପଲ ପିନ୍ଧାଇ ଥିଲେ ।
#Balasore #Nilagiri #help #OldWoman #mahavirfoundation #argusnewsimpact #CMOOdisha #Odisha #ArgusNews