କଟକ ସହରରେ ଖୋଲିଲା ଶ୍ରୀଜା ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ। ଓଏମପି ଛକରେ ଖୋଲିଛି ଏହି ହସ୍ପିଟାଲ। ୧୦୦ ବେଡ ବିଶିଷ୍ଟ ଏହି ହସ୍ପିଟାଲରେ ରହିଛି ୨୨ ଟି ଆଇସିୟୁ ବେଡ, ଟ୍ରମା କେୟର ସମେତ ବିଭିନ୍ନ ବିଭାଗର ରୋଗ ପାଇଁ ଚିକିତ୍ସା ସୁବିଧା ଏଠି ଉପଲବ୍ଧ ରହିଛି। ନୂତନ ଟେକ୍ନୋଲୋଜି ସହ ଚିକିତ୍ସା ଉପଲବ୍ଧ ରହିଛି ଏହି ହସ୍ପିଟାଲରେ। ତେବେ ଗରିବ ରୋଗୀଙ୍କୁ ପ୍ରଥମେ ପ୍ରାଥମିକତା ଦିଆଯିବ ବୋଲି ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି
#Cuttack #SreejaHospital #Inguration #Odisha #ArgusNews