କଟକ ଆଭିମୁଖେ IPS ଦେବାଶିଷ ପାଣିଗ୍ରାହୀଙ୍କ ପାର୍ଥିବ ଶରୀର। କୋଲକତାରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଆସୁଛି ମରଶରୀର। ଗତକାଲି ରାତିରେ କୋଲକତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା
#ArgusNews #Odisha #VigilanceDGDeath #VigilanceDG #Death #DebasishPanigrahi