ଜାତୀୟ ସ୍ତରରେ ଟେକ ରଖିଲା ମୟୁରଭଞ୍ଜ । ଆସନ୍ତା ୨୦ଅକ୍ଟୋବର ରୁ ୨୩ ଅକ୍ଟୋବର ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ବୁଲନ୍ଦସର ଠାରେ ହେବାକୁ ଥିବା ୮ମ ଜାତୀୟ ସିନିୟର୍ "ଟାର୍ଗେଟ ବଲ୍" ଚାମ୍ପିଅନସିପରେ ପ୍ରଥମଥର ପାଇଁ ଅଂଶଗ୍ରହଣ କରୁଥିବା ଓଡିଶା ଦଳର ସମସ୍ତ ୭ ଜଣ ସଦସ୍ୟ ମୟୁରଭଞ୍ଜ ଜିଲ୍ଲାର।
#Mayurbhanj #nationallevel #TargetBall #Championship #UttarPradesh #Odisha #ArgusNews