#ପୁଣି_ପଦାରେ_ପଡ଼ିଲା_ବିଜେଡି_କନ୍ଦଳ
#ବିଜେଡି_ବିଧାୟକଙ୍କ_ଗାଡ଼ିକୁ_ଅଣ୍ଡା_ମାଡ଼
#ଆଉ_ଜୟଦେବରେ_ପଶି_ପାରୁ_ନାହାଁନ୍ତି_ଖୋଦ_ଜୟଦେବ_ବିଧାୟକ
ପୁଣି ପଦାରେ ପଡ଼ିଲା ବିଜେଡି କନ୍ଦଳ । ବିଧାୟକ ଅରବିନ୍ଦ ଢାଲିଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କରିଛନ୍ତି ଖୋଦ ବିଜେଡି ଲୋକେ। ଜୟଦେବରେ ପଶି ପାରୁ ନାହାଁନ୍ତି ଖୋଦ ଜୟଦେବ ବିଧାୟକ। ବିଜେଡିକୁ ବିରୋଧ କରୁଛି ବିଜେଡି। ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ । ରାଜଧାନୀ ଉପକଣ୍ଠ ବାଲିପାଟଣାରେ ଜୟଦେଵ ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ କଳାପତାକା ଦେଖାଇ ଜୋରଦାର ବିରୋଧ କରାଯାଇଛି ।
#khordha #Jayadev #MLA #BJD #Odisha #ArgusNews