#ଟଙ୍କା_ପାଇଁ_ରାଜଧାନୀରେ_ବନ୍ଧା_ପଡିଲା_ଶବ
#ଆଇନର_ଉର୍ଦ୍ଧ୍ବରେ_ସ୍ପର୍ଶ_ହସପିଟାଲ..
ନା ନିୟମ ମାନୁଛି ..ନା ଆଇନକୁ ଖାତିର କରୁଛି I ରୋଗୀଙ୍କୁ ଭଣ୍ଡେଇ ଭୁତେଇ ଲକ୍ଷାଧିକ ଟଙ୍କା ହଡ଼ପ କରୁଛି ରାଜଧାନୀର ସ୍ପର୍ଶ ହସପିଟାଲ। ପ୍ରଶାସନ ଓ ପୋଲିସକୁ ହାତବାରିସି କରି ନିରୀହ ରୋଗୀଙ୍କଠୁ ହଡ଼ପ କରୁଛି ଲକ୍ଷ ଲକ୍ଷ ଟଙ୍କା।
#ArgusNews #Odisha #RTPCR #Bhubaneswar #Odisha #Ganjam #SparshHospital #ArgusNews