#ତେଜୁଛି_ଗୋପାଳପୁର_ପୋର୍ଟର_ଶ୍ରମିକ_ଅଶାନ୍ତି !
ନିଯୁକ୍ତି ହରେଇବା ଆଶଙ୍କାରେ ୱାଙ୍ଗନ ଲୋଡିଙ୍ଗ ଶ୍ରମିକ। ଗୋପାଳପୁର ପୋର୍ଟ ଶ୍ରମିକ ସଂଗଠନର ୱାଗନ୍ ଲୋଡିଙ୍ଗ ଶ୍ରମିକ ଓ ପୋର୍ଟ କତ୍ତୃପକ୍ଷଙ୍କ ମଧ୍ୟରେ କିଛି ଦିନ ହେଲା ବିବାଦ ଘନେଇବାର ଲାଗିଛି
#ArgusNews #Odisha #ArgusNewsTV #Gopalpur #Port #EmployeeProtest #barhampur