ଥମିଛି ବାତ୍ୟା କିନ୍ତୁ ଟଳିନି ଭୟ। ବାତ୍ୟା ପରେ ବନ୍ୟା ଭୟ। ପ୍ରବଳ ବର୍ଷା ଯୋଗୁ ବୈତରଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଅନେକ ଗାଁରେ ଲୁଣା ମାଡି ଆସିବା ଯୋଗୁ ଘରେ ଲହଡି ମାରୁଛି ପାଣି। ଚାଷ ବାସ ସବୁ ଉଡାଇ ନେଇଛି ବାତ୍ୟା। ଗ୍ରାଉଣ୍ଡ ଜିରୋରୁ ଦେଖିବା ଅର୍ଗସର ରିପୋର୍ଟ