#ଲକ୍ଷେ_ଟଙ୍କା_ଆବାସ୍_ଦେଇକିନା_ଠକିଦେଲା
ନୂଆପଡ଼ା ଜିଲ୍ଲା କୋମନା ଓ ଖଡ଼ିଆଳ ମଧ୍ୟ ଭାଗରେ ନିର୍ମାଣ ହୋଇଛି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ । ନିଜର ଭିଟାମାଟି ହରାଇ ଥିବା ବିସ୍ଥପିତଙ୍କୁ ଏଯାଏଁ କ୍ଷତିପୂରଣ ମିଳି ନଥିବା ଅଭିଯୋଗ କରିଛନ୍ତି ବିସ୍ଥାପିତ ।
#Nuapada #awasyojana #CMOOdisha #Odisha #ArgusNews