ମିଳିମିଶି ଖାଇଗଲେ କେନ୍ଦ୍ରୀୟ ଯୋଜନା । ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣର ବର୍ଷେ ନହେଉଣୁ ରାସ୍ତା ପାଲଟିଛି ମରଣଯନ୍ତା । ଗଜପତି ଜିଲ୍ଲା ମୋହନା ବ୍ଲକରେ ରାସ୍ତା ର୍ମାଣର ବର୍ଷେ ନପୁରୁଣୁ ପିଚୁ ଉଠିଗଲାଣି ।
#Gajapati #Mohona #RoadIssue #PublicIssue #transportationissues #Odisha #ArgusNews