#ମୁଁ_ଘରୁ_ବାହାରି_ନ_ଆସିଥିଲେ_ମୋ_ପୁଅ_ବହୂ_ମୋତେ_ମାରି_ଦେଇଥାନ୍ତେ
#ଜଗନ୍ନାଥଙ୍କ_ଭରଷାରେ_ଘରୁ_ବାହାରି_ଆସିଲି
ପରିଣତ ବୟସରେ ଘରୁ ବାହାରି ଆସିଲେ 88 ବର୍ଷୀୟ ବୃଦ୍ଧ.... ଯେତେବେଳେ ନିଜର ଲୋକ କେହି ପଚାରିଲେନି ସେତେବେଳେ କାଳିଆ ପାଖକୁ ଭୁବନେଶ୍ୱରରୁ ରାତି ଅଧରେ ଚାଲି ଚାଲି ଯାଉଥିବା ବେଳେ ଉଦ୍ଧାର କରିଛି ଏକ ସାମାଜିକ ଅନୁଷ୍ଠାନ...ଶୁଣନ୍ତୁ କଣ କହୁଛନ୍ତି ବୃଦ୍ଧ ।
#ArgusNews #Odisha #BBSR