ପ୍ରଦୂଷଣର ବିଷ ବଳୟରେ ଯାଜପୁରର କଳିଙ୍ଗନଗର ଶିଳ୍ପାଞ୍ଚଳ । ଜଳ ପ୍ରଦୂଷଣ ସାଙ୍ଗକୁ ମାତ୍ରାଧିକ ବାୟୁ ପ୍ରଦୂଷଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଏହାର ପ୍ରଭାବରେ ସ୍ଥାନୀୟ ଲୋକେ ବିଭିନ୍ନ ରୋଗର ଶୀକାର ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
#Jajpur #Kalinganagar #industrial #pollution #Odisha #ArgusNews