#ସତ_ମିଛର_ଟେଷ୍ଟ_ସତ_ନା_ମିଛ ?
#ହତ୍ୟା_ଅଭିଯୁକ୍ତ_ଡିଏଫ୍ଓଙ୍କର_ହେଲା_ଲାଏ_ଡିଟେକସନ୍_ଟେଷ୍ଟ
ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲାର ଦୁଇ ଅଭିଯୁକ୍ତ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାର ହୋଇଛି ଲାଏ ଡିଟେକସନ୍ ଟେଷ୍ଟ। ଭୁବନେଶ୍ବର ସ୍ଥିତ ଷ୍ଟେଟ ଫୋରେନସିକ୍ ଲ୍ୟାବରେ 3 ଘଣ୍ଟା ଧରି ପଚରାଯାଇଛି ବିଭିନ୍ନ ପ୍ରଶ୍ନ। ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ବାପା