ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହେରାଫେରି କେଳେଙ୍କାରୀ । ଯାହାକୁ ନେଇ ସାରା ରାଜ୍ୟରେ ତେଜୁଛି ଜନ ଆନ୍ଦୋଳନ ଏବଂ ବିକ୍ଷୋଭ। ଏଥିପାଇଁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଆହ୍ବାନ କ୍ରମେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଘେରାଉ କରିଛି ବିଜେପି।
#ArgusNews #Odisha #ArgusNewsTv #Jajpur #Binjharpur #awasyojna #BJP #strike