ଆଜି ସତେଜ ସକାଳର ଅତିଥି ଜୟନ୍ତୀ ରଥ। ଜଣେ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ। ବିଶେଷକରି ଶସ୍ତ୍ରୀୟ ସଙ୍ଗୀତରେ ସେ ପାରଦର୍ଶିତା ଲାଭ କରିଛନ୍ତି। ଆକାଶବାଣୀ କଟକ ଓ ଦୁରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମରେ କଣ୍ଠଦାନ କରିଛନ୍ତି। ଅନେକ ଗୀତିନାଟ୍ୟରେ ଅଭିନୟ ମଧ୍ୟ କରିଛନ୍ତି ।
#SatejSakala #JayantiRatha #Singer #Actress #Odisha #ArgusNews