ଦରମା ନମିଳିବା ପ୍ରତିବାଦରେ ବରଗଡ଼ ପୌର ପରିଷଦ ସଫେଇ କର୍ମଚାରୀଙ୍କ ଧାରଣା । ଗତ ତିନି ମାସ ହେବ ବରଗଡ଼ ପୌର ପରିଷଦରେ କାର୍ଯ୍ୟରତ ଥିବା ସଫେଇ କର୍ମଚାରୀଙ୍କୁ ତାଙ୍କର ଦରମା ଦିଆଯାଇନାହିଁ ଯାହା ଫଳରେ ସେମାନେ ପରିବାର ପୋଷଣ ପାଇଁ ବିଭିନ୍ନ ଅସୁବିଧାର ସମ୍ବୁଖିନ ହେଉଛନ୍ତି
#baragarh #nac #sweeper #protest #salary #ArgusNews