#ସୌମ୍ୟଙ୍କ_ମୃତ୍ୟୁକୁ_ଦୁର୍ଘଟଣାର_ରୁପ_ଦେବା_ପାଇଁ_ବଡ଼_ଷଡଯନ୍ତ୍ର !
ପୋଷ୍ଟମର୍ଟମ ରିପୋର୍ଟ କହୁଛି ସୌମ୍ୟଙ୍କ 95 ପ୍ରତିଶତ ଶରୀର ପୋଡିହୋଇଯାଇଥିଲା। ଏତେ ଅଂଶ ପୋଡିହୋଇଗଲା ପରେ ଜଣେ ଲୋକ କଥା ହୋଇପାରିବ କି। ସୌମ୍ୟଙ୍କ ମାଙ୍କ କହିବା କଥା କଟକରେ ତାଙ୍କ ପୁଅ ପାଟି ବି ଖୋଲିପାରିନଥିଲେ। ଡାକ୍ତର ବି କହୁଛନ୍ତି ଶରୀରର ଏତେ ଅଂଶ ପୋଡିବା ପରେ କଥା କହିବା ଏକ ପ୍ରକାର ଅସମ୍ଭବ।
#ArgusNews #ArgusNewsTV #Odisha #Soumyaranjan #DeathMystery