ନବ ଦାସ ଗୁଳିକାଣ୍ଡ ଘଟଣାରେ ଆହତ ହୋଇଥିବା ଜୀବନ ନାୟକ ଆଜି ଭୀମସାରରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଅର୍ଗସ କ୍ୟାମେରାରେ ଘଟଣାକ୍ରମ ସମ୍ପର୍କରେ ବଖାଣିଛନ୍ତି ଜୀବନ ନାୟକ । ଯାହାକୁ ନେଇ ଜୀବନ ନାୟକଙ୍କ ସହ ଆଲୋଚନା କରିଛନ୍ତି ଆମ ବୁର୍ଲା ପ୍ରତିନିଧି ଜ୍ୟୋତି କୁମାର ନନ୍ଦ
#ArgusNews #NabaDas #DeathCase #JibanNayak #VIIMSAR #Odisha