9 ବର୍ଷର କୁନି ଝିଅକୁ ବି ଛାଡିଲେନି ପିଶାଚ । ସମ୍ବଲପୁର କୁଚିଣ୍ଡାରେ ଲଜ୍ଜା । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। କୁନି ଝିଅଟି ଘରେ ଖେଳୁଥିଲା, ଘରୁ ଡାକିନେଲେ, ଆଉ ଦୁଷ୍କର୍ମ କଲେ। ପୁଣିଥରେ ରାଜ୍ୟରେ ନାବାଳିକା କେତେ ଅସୁରକ୍ଷିତ ତାହା ହିଁ ଦର୍ଶାଉଛି ।
#ArgusNews #Argustv #Odisha #Sambalpur #Kuchinda #Rape #minor_rapecase