୨୯ ବର୍ଷ ପରେ ଶେଷ ହୋଇଛି ଦେଓ ପ୍ରକଳ୍ପ। ୧୯୯୩ ମସିହାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଳକର ହାତୀବାରି ଗାଁରେ ଦେଓ ପ୍ରକଳ୍ପ ପାଇଁ ଶୁଭ ଦିଆଯାଇଥିଲା। ଶିମିଳିପାଳ ଅଭୟାରଣ୍ୟରୁ ବାହାରିଥିବା ଦେଓ ନଦୀ ଉପରେ ଦୁଇ ପାହାଡ଼କୁ ବନ୍ଧ ବାନ୍ଧିବା ପାଇଁ ଯୋଜନା ହୋଇଥିଲା।
#Mayurbhanj #Karanjia #Deoproject #Shimilipal #Odisha #ArgusNews