ଭୁବନେଶ୍ବର ଗାଡକଣ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଏସଏଫ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ଯୁବପିଢ଼ି କିପରି ଦେଶ ସେବା ପାଇଁ ନିଜକୁ ନିୟୋଜିତ କରିବେ, ଦେଶ ପାଇଁ ବଳି ଦାନ ଦେବାକୁ ପଛାଇବେ ନାହିଁ ସେହି ବିଷୟରେ ସଚେତନ କରାଯାଇଛି
#Bhubaneswar #Gadakana #BSFJawan #awarenessProgramme #ArgusNews #Odisha