ସଭିଏଁ ପଢିବେ ସଭିଏଁ ବଢିବେ ହେଲେ ପଢିବେ କେଉଁଠି? ଯେଉଁଠି ପଢିବା ପାଇଁ ୫୦ କିଲୋମିଟର ଦୂରକୁ ଯିବାକୁ ପଡୁଛି ତାହାପୁଣି ରାଜ୍ୟର ସର୍ବାଧିକ ରାଜସ୍ବ ଦେଉଥିବା ଝାରସୁଗୁଡା ଜିଲ୍ଲାର ଅବସ୍ଥା, ଯାହାଜୁ ନେଇ ଆଜି ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି ଛାତ୍ର l
#Jharsuguda #StudentsProtest #collegeproblems #education #ArgusNews