ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏକତ୍ରିତ ହେଲେ ସହ ସହ ମାଓବାଦୀ। ଏକଜୁଟ ହୋଇ ପାଳନ କଲେ 18 ତମ ପ୍ରତିଷ୍ଠା ଦିବସ। ପ୍ରତିବର୍ଷ ସେପ୍ଟେମ୍ବର 21ରୁ 27 ତାରିଖ ପ୍ରଯ୍ୟନ୍ତ ପ୍ରତିଷ୍ଠା ଦିବସ ପାଳନ କରିଥାନ୍ତି ମାଓବାଦୀ ସଂଗଠନ।
#Maoists #18thFoundationDay #celebrated #together #Malkangiri #Chhattisgarhborder #Odisha #ArgusNews