BJPର ସମସ୍ତ ମୋର୍ଚ୍ଚାର ଜରୁରୀ ବୈଠକ। BJPର କୋର୍ କମିଟି ବୈଠକ ପରେ ସମସ୍ତ ମୋର୍ଚ୍ଚାର ବୈଠକ। ଏକାଠି ହେଲେ ରାଜ୍ୟ ବିଜେପିର ୭ ମୋର୍ଚ୍ଚାର ବହୁ ପଦାଧିକାରୀ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ।
#Bhubaneswar #bjp #corecommittee #meeting #SamirMohanty #Odisha #ArgusNews