ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ରିମାଣ୍ଡର ଆଜି ପଞ୍ଚମ ଦିନ। ନାଗଫାଶର ରହସ୍ୟ ଖୋଲିବାକୁ ଅର୍ଚ୍ଚନାଙ୍କୁ ଘନ ଘନ ଜେରା କରୁଛି ଇଡି। ଚଳଚ୍ଚିତ୍ର ପ୍ରଯୋଜକ ପ୍ରମୋଦ ସ୍ବାଇଁ ଆଜି ପୁଣିଥରେ ଇଡି କାର୍ଯ୍ୟାଳୟରେ ହାଜର ହେବାର ସୂଚନା ରହିଛି। ଅର୍ଚନା ଓ ପ୍ରମୋଦ କୁ ମୁହାଁ ମୁହିଁ ଜେରା କରିବାକୁ ଯୋଜନା ରଖିଛି ପ୍ରବର୍ତନ ନିର୍ଦେଶାଳୟ
#ArgusNews #ArchanaNag #ED #Remand #Bhubaneswar #Odisha