ସମାଜ ବଦଳିବା ସହ ବଦଳୁଛି ମାନସିକତା । ନାରୀ ଆଉ ଅବଳା, ଦୁର୍ବଳା ନାହିଁ । ନିଜେ ଶସକ୍ତ ହେବା ସହ ପରିବାର ଓ ସମାଜ ପାଇଁ ସୃଷ୍ଟି କରୁଛି ଉଦାହରଣ । ଆଜି କନ୍ୟା ଦିବସ ଅବସରରେ ଆମେ ଏମିତି କିଛି କନ୍ୟା ରତ୍ନଙ୍କ ବିଷୟରେ ଆପଣଙ୍କୁ ଦେଖାଇବା ପାଇଁ ଯାଉଛୁ, ଯେଉଁମାନଙ୍କ କାହାଣୀ ଅନେକଙ୍କୁ ପ୍ରଭାବିତ କରିବ
#NationalGirlsDay #Child #Bhubaneswar #Odisha #ArgusNews