ଚଳିତ ମାସ ୧୩ ରୁ ୨୦ ଡିସେମ୍ବର ତାରିଖ ମଧ୍ୟରେ ଉଜବେକିସ୍ତାନର ତାସ୍କଟା ଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କରାଟେ ପ୍ରତିଯୋଗିତାରେ ଓଡିଶାରୁ ଭାଲେନା ଭାଲେନ୍ଟିନା ଓ ମଧୁପ୍ରିୟା ଆସନ୍ତା କାଲି ଉଜବେକିସ୍ତାନ ଅଭିମୁଖେ ଯାତ୍ରା ଆରମ୍ଭ କରିବେ....।
#ArgusNews #AsianKarateChampionship #karate #uzbekistan #Odisha